କେନ୍ଦ୍ର ଗୃହ ସଚିବଙ୍କ ନାମରେ ଅଭିଯୋଗ ଆଣିଲେ ନିଲମ୍ବିତ ଆଇପିଏସ ବସନ୍ତ ରଥ

ଶ୍ରୀନଗର: ଜମ୍ମୁକଶ୍ମୀର କ୍ୟାଡରର ଆଇପିଏସ ଅଧିକାରୀ ବସନ୍ତ ରଥ ଜମ୍ମୁ ଜିଲ୍ଲାର ଗାନ୍ଧୀ ନଗର ପୁଲିସ ଷ୍ଟେସନରେ କେନ୍ଦ୍ର ଗୃହ ସଚିବ, ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଓ ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ରାଜ କୁମାର ଗୋଏଲଙ୍କ ନାମରେ ଅଭିଯୋଗ କରିଛନ୍ତି। ବସନ୍ତ ରଥ ତାଙ୍କ ଅଭିଯୋଗରେ ଅନେକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଥିବା ଆଇପିଏସ୍ ଅଧିକାରୀ ଲେଖିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଅଛି … Continue reading କେନ୍ଦ୍ର ଗୃହ ସଚିବଙ୍କ ନାମରେ ଅଭିଯୋଗ ଆଣିଲେ ନିଲମ୍ବିତ ଆଇପିଏସ ବସନ୍ତ ରଥ